ବହି ବିଷୟରେ
ଲେଖକ ଡାକ୍ଟର ରବିନ୍ଦ୍ରନାଥ ସହୁଂକ ଦ୍ବାରା ଲିଖିତ ପୁସ୍ତକ "ତୁମ ବୃକକ୍ ର ସୁରକ୍ଷା" ଏକ ସମ୍ପୁର୍ଣ , ନିବିଡ ଓ ବ୍ୟାବହାରିକ ପଥଦର୍ଶକ ଯାହାକି ସମସ୍ତ ପ୍ରକାର ବୃକକ୍ ଜନିତ ଅସୁବିଧା ପାଇଁ ସହାହ୍ୟ କରିପାରିବ |
ଏହି ପୁସ୍ତକରେ ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଯାଇଛି | ପ୍ରଥମ ଭାଗରେ ମୂଖ୍ୟତଃ ବୃକକ୍ ବିଷୟରେ ସାଧାରଣ ଜ୍ଞାନ ଓ ବିଭିନ୍ନ ପ୍ରକାର ଗୁରୁତ୍ବପୁର୍ଣ ବୃକକ୍ ରୋଗ ଓ ଏହାର ପ୍ରତିକାର ବିଷୟରେ ସୂଚନା ଦିଆଯାଇଛି | ପ୍ରଥମ ଭାଗଟିରେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ସମସ୍ତଂକ ଲାଗି ସଚେତନତା ଲକ୍ଷ ରଖାଯାଇଛି |
ଦ୍ବିତୀୟ ଭାଗରେ ବିଭିନ୍ନ ପ୍ରକରର ବୃକକ୍ ରୋଗ, ତାହାର ପରୀକ୍ଷା, ଚିକିସ୍ଚା, ଯତ୍ନ ଏତ୍ୟାଦୀ ବିଷୟରେ ସୂଚନା ଦିଆଯାଇଛି | ଯାହାଦ୍ବାରା ପ୍ରତ୍ୟେକ ରୋଗୀ ଓ ସେମନଂକର ପରିବାରର ଲୋକମାନେ ଜାଣିବା ଦରକାର |
ପୁସ୍ତକଟି ବୃକକ୍ ରୋଗୀମାନଂକୁ ସଫଳ ଚିକିସ୍ଚା କରିଥିବା ଓ ଏ ସଂପର୍କରେ ବିସିଷ୍ଟ ଅଭିଜ୍ଞତା ଥିବା ଲେଖକ ମାନଂକ ଦ୍ବାରା ପ୍ରସ୍ତୁତ କରାଯାଇଛି | ତେଣୁ ଏହି ପୁସ୍ତକଟି ବୃକକ୍ ରୋଗୀ ମାନଂକର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇପାରିବ ଓ ସାଧାରଣ ବ୍ୟକ୍ତିବିଶେଷ ପାଇଁ ଏହା ବିଭିନ୍ନ ପ୍ରକାର ବୃକକ୍ ଜନିତ ଅସୁବିଧାର ପ୍ରତିକାର କରିବାରେ ସହାୟକ ହୋଇପାରିବ |
Book Details
"ତୁମ ବୃକକ୍ ର ସୁରକ୍ଷା"
ପ୍ରକାଶନ ତାରିଖ : ୨୦୧୬
ଲେଖକ :ଡାକ୍ଟର ରବିନ୍ଦ୍ରନାଥ ସାହୁ
ପୁସ୍ତକର ଆକୃତି ଓ ଗଠନ : କ୍ଷୁଦ୍ର ପୁସ୍ତକ, ଟାଣ କାଗଜରେ ବନ୍ଧେଇ ହୋଇଥିବା
ସଂସ୍କରଣ ବର୍ଣନା :ପ୍ରଥମ